ଭୁବନେଶ୍ୱର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅବସରରେ ଭକ୍ତଜନଙ୍କୁ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ, ଏବିଭିପି ର ମେଡିଭିଜନ୍ ଦ୍ଵାରା ୪୦ ଜଣିଆ ଡାକ୍ତରୀ ଦଳକୁ ନେଇ ବଡ଼ଦାଣ୍ଡରେ ଖୋଲାଯାଇଥିବା ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ର ଉଦ୍ଘାଟନ କରିଛନ୍ତି । ଏହି ଡାକ୍ତରୀ ଦଳ ସେଠାରେ ଭକ୍ତ ମାନଙ୍କୁ ଚିକିତ୍ସା ଯୋଗାଇ ଦେବ ।
Related Stories
November 22, 2024