 
                ଭୁବନେଶ୍ୱର- ଭୁବନେଶ୍ୱର ମାର୍କେଟବିଲ୍ଡିଂରେ ଭଙ୍ଗାରୁଜା ଘଟଣାରେ କ୍ୟାପିଟାଲ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଘଟଣାରେ ଜଡ଼ିତ ଥିବା ଅନ୍ୟ ୪ ଜଣଙ୍କୁ ଗିରଫ କରିଛି  । ଗତକାଲି ୧୮ ଜଣଙ୍କୁ ଗିରଫ କରାଯାଇଥିଲା  । ଆଜିର ଏହି ଗିରଫଦାରୀ ପରେ ମାମଲାରେ ମୋଟ୍ ଗିରଫ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି  । ସମ୍ପୃକ୍ତ ଅଭିଯୁକ୍ତ ମାନେ ପ୍ରାୟ ୧୮ଟି ଦୋକାନରେ ଭଙ୍ଗାରୁଜା କରିବା ସହ ଦୋକାନୀଙ୍କୁ ମାଡ଼ ମାରିଥିଲେ  ।
                            
                        
	                    
 
                    







