ପାରାଦୀପ, ନବଜାତ ପୁତ୍ର ସନ୍ତାନକୁ ବିକ୍ରି ଅଭିଯୋଗ ଘଟଣାରେ ସମ୍ପୃକ୍ତ ଶିଶୁକୁ ଭାଇଜାଗରୁ ଉଦ୍ଧାର ପରେ ତାକୁ ଚିକିତ୍ସା ନିମନ୍ତେ ପାରାଦୀପ ହସ୍ପିଟାଲରେ ଭର୍ତି କରାଯାଇଛି । ଶିଶୁଟିକୁ ନିଜେ ଦଲାଲ୍ ପାରାଦୀପ ଆଣି ଆସିଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଏହି ଘଟଣା ପ୍ରଘଟ ହେବା ପର ଠାରୁ ସମ୍ପୃକ୍ତ ନବଜାତ ଶିଶୁପୁତ୍ରର ମାଆ ଗାଏବ୍ ଅଛନ୍ତି । ତେବେ ଏହି ନବଜାତ ଶିଶୁ ଏବେ କେଉଁଠି ଓ କାହା ପାଖରେ ରହିବ ସେନେଇ ନିଷ୍ପତି ନେବ ଶିଶୁ ମଙ୍ଗଳ କମିଟି (ସିଡବ୍ଲୁସି) ।
Related Stories
November 25, 2024