ହାଥରସ ଦୁର୍ଘଟଣାକୁ ନେଇ ଗୃହରେ ଶୋକପ୍ରକାଶ କଲେ ରାଜ୍ୟସଭା ସଭାପତି

ନୂଆଦିଲ୍ଲୀ– ଉପରାଷ୍ଟ୍ରପତି ତଥା ରାଜ୍ୟସଭା ସଭାପତି ଜଗଦୀପ ଧନଖଡ ବୁଧବାର ରାଜ୍ୟସଭାରେ ଉତ୍ତରପ୍ରଦେଶର ହାଥରସରେ ହୋଇଥିବା ଦୁର୍ଘଟଣାକୁ ନେଇ ସମବେଦନା ପ୍ରକାଶ କରିଛନ୍ତି । … Continue reading ହାଥରସ ଦୁର୍ଘଟଣାକୁ ନେଇ ଗୃହରେ ଶୋକପ୍ରକାଶ କଲେ ରାଜ୍ୟସଭା ସଭାପତି