
କୋରେଇ- ସାରା ଦେଶରେ ଚଳିତ ମାସ ୧୧ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ସଚେତନ କରାଇବା ଲାଗି ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ ପାଣିକୋଇଲି ଥାନା ତରଫରୁ ଶନିବାର ଦିନ ଥାନାଧିକାରୀ ଅଜୟ କୁମାର ଜେନାଙ୍କ ନେତୃତ୍ୱରେ ତଥା ଆମ ପୁଲିସ ସମିତି,ବରିÂ ନାଗରିକ ମଂଚ ଓ ଆମେ ବିପଦରେ ସାଥିର ସଦସ୍ୟ ମାନଙ୍କ ସହଯୋଗରେ ପାଳନ କରାଯାଇଥିଲା । ଏଥି ନିମନ୍ତେ ଏକ ଶୋଭାଯାତ୍ରା ଥାନାରୁ ବାହାରି ସ୍ଲୋଗାନ ପ୍ଲକାର୍ଡ ଧରି ପାଣିକୋଇଲି ବଜାର ପରିକ୍ରମା କରିଥିଲା । ଓଭରବି୍ରଜ ନିକଟରେ ଲୋକମାନଙ୍କୁ ସଡକ ସୁରକ୍ଷା ସଚେତନତା କରାଯାଇଥିଲା । ଉକ୍ତ ଶୋଭାଯାତ୍ରାରେ ଥାନାର କର୍ମଚାରୀ କୈଳାସ ଚନ୍ଦ୍ର ଭୋଇ, ଅମୀୟ ବେହେରା, ସୟଦ ବକ୍ସ, ବିଜୟ କୁମାର ଦାଶ, ସୀତାରାମ ବେହେରା, କମଳ ଲୋଚନ କର, ସୁଶାନ୍ତ ଦାଶ, ନାରାୟଣ ଦେହୁରୀ, ମୀରାରାଣୀ ବେହେରା, ସୁମିତ୍ରା ଗୋଇପେଇ, ମାଳତୀ ଦାସ, ମନୋଜ ପୁର୍ତୀ, ଦିବାକର ହେମ୍ରମ, ରଂଜନ ଡ଼ାଙ୍ଗିଲ, କେଦାରସନ ଡ଼ାଙ୍ଗିଲ, ବ୍ରଜକିଶୋର ସ୍ୱାଇଁ, ସେକ ଇସାକ, ଆମ ପୁଲିସ ସଦସ୍ୟ ସୁବାସ ଧଳ, ତାରିଣୀ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ଦାସ, ମାନସ ରଂଜନ ଧଳ, ଅଦୈତ୍ୟ ପ୍ରସାଦ ଦାସ, ନୃସିଂହ ଦଳାଇ. ଦୋଳଗୋବିନ୍ଦ ସେଠୀ.ବରିÂ ନାଗରିକ ମଂଚର ସଦସ୍ୟ ରାମଚନ୍ଦ୍ର ମଲ୍ଲିକ,ଉମାକାନ୍ତ ଖଣ୍ଡାଇ,ସୁରେନ୍ଦ୍ର କୁମାର ରାୟ,ଗୋକୁଳାନନ୍ଦ ମହାରଣା,ସତ୍ୟାନନ୍ଦ ମହାରଣା,ବ୍ରବନ୍ଧୁ ଲେଙ୍କା,ମଧୁସୂଦନ ରାଉତ, ବରିÂ ନାଗରିକ ବୈଷ୍ଣବ ଚରଣ ସାହୁ, ନାରାୟଣ ସାହୁ, ଚନ୍ଦ୍ରମଣୀ ସ୍ୱାଇଁ, ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ସୁରେନ୍ଦ୍ର ସେଠୀ, ଲମ୍ବୋଧର ପଣ୍ଡା, ସେକ ଜାହାଙ୍ଗୀର, ରଘୁନାଥ ମାଝୀ ଓ ଆମେ ବିପଦରେ ସାଥିର ସଦସ୍ୟ ସୁର୍ଯ୍ୟମଣୀ ପଣ୍ଡା,ସୁଧା ଶଙ୍କର ବିଶ୍ୱାଳ ,ବିଜୟାନନ୍ଦ କବି, ଚନ୍ଦ୍ରକାନ୍ତ ବିଶ୍ୱାଳ, ମନମୋହନ ବାରିକ, ସୁଶାନ୍ତ ସେନାପତି, ବିକାଶ ମଲ୍ଲିକ, ଶ୍ୟାମସୁନ୍ଦର ଦାଶ,ସୁଶାନ୍ତ ମଲିକ ପ୍ରମୁଖ ଉପସ୍ଥିତ ଥିଲେ ।