ଭୁବନେଶ୍ୱର, ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସହରର ମୁଖ୍ୟ ରାସ୍ତାରେ ଥିବା ଏକ ସୁନା ଗହଣା ଦୋକାନରୁ ସଟର ଭାଙ୍ଗି ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । କେତେ ମୂଲ୍ୟର ସୁନା ଚୋରୀ ହୋଇଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ବେଳେ ରାଜଗାଙ୍ଗପୁର ପୋଲିସ ଏହି ମାମଲାରେୈ ତଦନ୍ତ ଜାରି ରଖିଛି ।