
ଭୁବନେଶ୍ୱର, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କାଳନ୍ଦୀ ଚରଣ ପାଣିଗ୍ରାହୀଙ୍କୁ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ଶ୍ରୀ ଓରାମ ସୋସିଆଲ ମିଡିଆରେ ଲେଖିଛନ୍ତି, ଓଡ଼ିଶାର ଖ୍ୟାତନାମା କବି, ଗାଳ୍ପିକ, ଔପନାସିକ ଏବଂ ନାଟ୍ୟକାର “ପଦ୍ମଭୂଷଣ” କାଳନ୍ଦୀ ଚରଣ ପାଣିଗ୍ରାହୀ ଙ୍କ ଜୟନ୍ତୀ ଅବସରରେ ଶତକୋଟି ପ୍ରଣାମ l