
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଶ୍ରୀରାମ ଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଲୋକନାଥ ମନ୍ଦିର ନିକଟସ୍ଥ ଥାନପତି ମାର୍ଗ ସ୍ଥିତ ଟ୍ରଷ୍ଟ ର ଶ୍ରୀବାଲାଜୀ ମନ୍ଦିର ପରିସରରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ପୂର୍ବ ଅଧ୍ୟକ୍ଷ ଶ୍ରୀରାମଚନ୍ଦ୍ର ରାମାନୁଜ ଦାସଜୀଙ୍କ ବୈକୁଣ୍ଠ ଉତ୍ସବ ତାଙ୍କ ପରମଗତି ର ଦ୍ୱାଦଶ ବର୍ଷ ଅବସରରେ ତ୍ରି ଦିବଶିୟ ଉତ୍ସବ ତିରିଶ ଜୁନ ରୁ ଆରମ୍ଭ ହେଉଛି ବୋଲି ଟ୍ରଷ୍ଟର ସଦସ୍ୟ ସନ୍ଥ ସୁଦର୍ଶନ ରାମାନୁଜ ଦାସ ସୂଚନା ଦେଇ କହିଛନ୍ତି ମଧ୍ୟପ୍ରଦେଶ ର ସନ୍ଥ ମାନଙ୍କ ଦ୍ୱାରା କଳସ ପୂଜା, ତାମିଲନାଡୁ ର ପଣ୍ଡିତ ମାନଙ୍କ ଦ୍ୱାରା ପ୍ରବନ୍ଧ ପାଠ, ପୁରୀ ଜିୟାର ସ୍ୱାମୀ ମଠର ଅଧ୍ୟାପକ ଏବଂ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ଗୀତା, ଭାଗବତ, ବାଲ୍ମୀକି ରାମାୟଣ ପାଠ, ମୁଁ ମୁଁ ଛୁ ପଡି, ଚତୁର୍ବେଦ ପାଠ ରାମାନୁଜ ସମ୍ପ୍ରଦାୟ ସ୍ତୋତ୍ର ପାଠ, ଚିତ୍ର ପୂଜା ଆଦି କରାଯିବା ସହିତ ୨ ଜୁଲାଇରେ ସହି ମାହୋଲା ଭକ୍ତ ସେବା ସହିତ ସନ୍ଧ୍ୟାରେ ଚତୃ ସମ୍ପ୍ରଦାୟ ସାଧୁ ସନ୍ଥ ମହନ୍ତ ମାନଙ୍କ ବିଶେଷ ସେବା ଅନୁଷ୍ଠିତ ହେବ |