![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଭୁବନେଶ୍ୱର/ନୀଳଗିରି– ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ରାଉଳଖୁଣ୍ଟା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ତାଲା ପକାଇଲେ ଅଭିଭାବକ। ବିଦ୍ୟାଳୟ ଖୋଲିବା ପୂର୍ବରୁ ବିଦ୍ୟାଳୟକୁ ସଫାସୁତୁରା କରାଯାଇ ନାହିଁ । ବିଦ୍ୟାଳୟ ପରିସର ଜଙ୍ଗଲ ହେବା ସହ ଭିତରେ ବାଲି ଠୁଳ ରଖିବା ଅଭିଯୋଗ କରି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅଫିସ ଘରେ ତାଲା ପକାଇଦେଇଛନ୍ତି ଅଭିଭାବକ । ଯାହାକୁ ନେଇ ବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଛି ।