ଭୁବନେଶ୍ୱର,ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ସକାଳେ ନୂଆଦିଲ୍ଲୀର ରାଜଘାଟ ଗସ୍ତ କରି ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଂଜଳି ଦେଇ ଥିଲେ। ତାଙ୍କ ସହ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକ ବର୍ଧନ ସିଂଦେବ ଏବଂ ଶ୍ରୀମତୀ ପ୍ରଭାତି ପରିଡା ମଧ୍ୟ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
Related Stories
July 5, 2024