ଭୁବନେଶ୍ୱର – ରାଜ୍ୟ ଗ୍ରାମ୍ୟ ଉନ୍ନୟନ , ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଶୁକ୍ରବାର ଦିନ ଲୋକସେବା ଭବନ ସ୍ଥିତ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ନାଏକ ନିଜ କାର୍ଯ୍ୟାଳୟରେ ପୂଜାର୍ଚ୍ଚନା କରିଛନ୍ତି । ଏହି କାର୍ଯ୍ୟାଳୟ ଆମ ଓଡ଼ିଶା ବାସୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଦିନ ରାତି କାର୍ଯ୍ୟ କରିବ ବୋଲି ମନ୍ତ୍ରୀ ସୋସିଆଲ ସାଇଟ୍ ଏକ୍ସରେ ଲେଖିଛନ୍ତି ।
Related Stories
November 23, 2024