ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଷ୍ଟ୍ରପତିଙ୍କ ସଂସଦକୁ ମିଳିତ ଅଧିବେଶନରେ ସଂବୋଧନକୁ ବ୍ୟାପକ କହିବା ସହ କହିଛନ୍ତି ଯେ, ଏହାଦ୍ୱାରା ପ୍ରଗତି ଓ ସୁଶାସନର ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି ।
ପିଏମ ମୋଦି ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ, ‘ରାଷ୍ଟ୍ରପତିଙ୍କ ସଂସଦର ଦୁଇଟି ଗୃହରେ ସଂବୋଧନ ବ୍ୟାପକ ଥିଲା ଏବଂ ଏହାଦ୍ୱାରା ପ୍ରଗତି ଓ ସୁଶାସନର ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ଏହାଦ୍ୱାରା ଭାରତ ଦ୍ୱାରା କରାଯାଉଥିବା ପ୍ରଗତି ଓ ଭବିଷ୍ୟତରେ ଆସିବାକୁ ଥିବା ସଂଭାବନାକୁ ସାମିଲ କରାଯାଇଛି । ତାଙ୍କ ସମ୍ବୋଧନରେ କିଛି ପ୍ରମୁଖ ଚ୍ୟାଂଲଜ ବି ଉଲ୍ଲେଖ କରାଯାଇଛି, ଯାହାକୁ ଆମେ ଆମେ ନାଗରିକଙ୍କ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ସାମୁହିକ ଭାବେ ଦୂର କରିବାକୁ ପଡିବ’ ।