ଭୁବନେଶ୍ୱର– ବେଆଇନ କରତ କଳ ଉପରେ ଚଢାଉ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧିନ ମାର୍କୋଣା ଗାଁରେ ଚାଲିଥିବା ବେଆଇନ କରତକଳ ଉପରେ ବନବିଭାଗର ଚଢ଼ାଉ ହୋଇଛି । ଲକ୍ଷାଧିକ ଟଙ୍କାର କାଠ ସମେତ ଯନ୍ତ୍ରାଂଶ ଜବତ ହୋଇଛି ।