ଇଟାନଗର, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ମା ଙ୍କର ବୁଧବାର ଦିନ ପରଲୋକ ଘଟିଛି । ସେ ଅନେକ ଦିନ ହେଲା ବୟସାଧିକ୍ୟ ନେଇ ଜଡିତ ରୋଗରେ ପୀଡିତ ଥିଲେ ।
ଟୋମୋ ରିବା ଇନଷ୍ଟିଚ୍ୟୁଟ ଅଫ ହେଲଥ୍ ଏଂଡ ମେଡିକାଲ ସାଇନ୍ସେସରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କର ବିୟୋଗରେ ଅନେକ ଲୋକ ଶୋକ ବ୍ୟକ୍ତ କରିଛନ୍ତି ।