ଭୁବନେଶ୍ୱର – ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ଡ୍ରଗ୍ସର ଅପ ବ୍ୟବହାର ରୋକିବାକୁ ଅପିଲ କରିଛନ୍ତି । ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଆଜି ଇଂଟରନ୍ୟାସନାଲ ଡ଼େ ଏଗେନଷ୍ଟ ଡ୍ରଗ ଆବ୍ୟୁଜ ଅବସରରେ ଏକ ସୁସ୍ଥ ଏବଂ ଉନ୍ନତ ଭବିଷ୍ୟତ ପାଇଁ ଡ୍ରଗ୍ସ ଠାରୁ ଦୂରରେ ରହିବାର ସଂକଳ୍ପ ନେବା। ଡ୍ରଗ୍ସ ର ଅପବ୍ୟବହାର ଓ ଅବୈଧ ତସ୍କରିକୁ ରୋକିବା ପାଇଁ ସରକାର ଓ ପ୍ରଶାସନକୁ ସହଯୋଗ କରିବା।
Related Stories
November 23, 2024
November 23, 2024