
ନୂଆଦିଲ୍ଲୀ– ଇଂଟେଲିଜେନ୍ସ ବିଭାଗର ମୁଖ୍ୟ ତପନ କୁମାର ଡେକାଙ୍କୁ ସେବାରେ ଏକ ବର୍ଷ ବୃଦ୍ଧି କରାଯାଇଛି। କ୍ୟାବିନେଟର ନିଯୁକ୍ତି କମିଟି ଏହି ସମ୍ପ୍ରସାରଣକୁ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛି। ଏହା ବ୍ୟତୀତ ଜାତୀୟ ମାନବ ଅଧିକାର ଆୟୋଗର ସେକ୍ରେଟେରୀ ଜେନେରାଲ ଭାବରେ କାର୍ଯ୍ୟ କରୁଥିବା ଭରତ ଲାଲଙ୍କୁ ମଧ୍ୟ ସେବାରେ ଏକ ବର୍ଷ ବୃଦ୍ଧି କରାଯାଇଛି।