ନୂଆଦିଲ୍ଲୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରବିବାର ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ଗୋଟିଏ ବୃକ୍ଷ ମାଆ ନାମରେ ଅଭିଯାନ ଅନ୍ତର୍ଗତ ଗଛ ଲଗାଇଛନ୍ତି । ଏହି ଅବସରରେ ଜେପି ନଡ୍ଡା ବୃକ୍ଷ ବିତରଣ କରି ସମସ୍ତଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଏବଂ ନିଜ ଲୋକଙ୍କୁ ପ୍ରୋତ୍ସାହନ କରିବାକୁ ଅପିଲ କରିଛନ୍ତି । ସେ କହିଛନ୍ତି ଯେ, ପ୍ରକୃତିର ସଂରକ୍ଷଣ ଆମର ସଂସ୍କୃତିର ଅଭିନ୍ନ ଅଙ୍ଗ ଅଟେ । ଆସନ୍ତୁ ଆମେ ସମସ୍ତେ ମିଳିତ ଭାବେ ଆମ ବସୁନ୍ଧରାକୁ ସବୁଜ ବନାଇବା, ଅଧିକରୁ ଅଧିକ ସଂଖ୍ୟାରେ ବୃକ୍ଷ ଲଗାଇବା ।
Related Stories
October 30, 2024