ଭୁବନେଶ୍ୱର, ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ରେମୁଣା ଦୁର୍ଗାଦେବୀ ଅଞ୍ଚଳର ଚାନ୍ଦକୁଣ୍ଡିଆ ଗାଁ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ରେମୁଣା ପୋଲିସ। ମୃତ୍ୟୁ ଯୁବକ ଜଣକ ମୟୁରଭଞ୍ଜ ଅଞ୍ଚଳର ବୋଲି ସୂଚନା ମିଳିଛି ।