-
ଜମିହୁଡାରେ ଚାଲିଚାଲି ଗଲେ ରୋଗୀ
ଭୁବନେଶ୍ୱର/ନବରଙ୍ଗପୁର,ନବରଙ୍ଗପୁର ଝରିଗାଁରେ ରାସ୍ତା ନଥିବାରୁ ଗାଁରେ ପହଂଚିପାରିଲାନି ଆମ୍ବୁଲାନ୍ସ । ଫଳରେ ଜମି ହୁଡ଼ା ଦେଇ ଚାଲି ଚାଲି ଦୀର୍ଘ ଦୁଇ କିଲୋମିଟର ଚାଲିଲେ ରୋଗୀ । ଏଭଳି ଘଟଣା ଘଟିଛି କୁଟ୍ରିଛାପର ଗ୍ରାମପଂଚାୟତ ରତ୍ନାସାହିରେ । ଶେଷରେ ରୋଗୀଜଣକ ଚାଲିଚାଲି ଆସିବା ପରେ ଆମ୍ବୁଲାନ୍ସରେ ତାଙ୍କୁ ଝରିଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।