
ନୂଆଦିଲ୍ଲୀ, ଦିଲ୍ଲୀର ରାଉଜ ଏବେନ୍ୟୁ କୋର୍ଟ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅଭିଯୁକ୍ତ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜାମିନ୍ ଆବେଦନ ଉପରେ ଗୁରୁବାର ଶୁଣାଣି କରି ଫଇସଲାକୁ ସୁରକ୍ଷିତ ରଖିଛନ୍ତି । ଡ୍ୟୁଟି ଜଜ୍ ନ୍ୟାୟ ବିନ୍ଦୁ ଉଭୟ ପକ୍ଷଙ୍କ ଶୁଣାଣି ପରେ ଫଇସଲାକୁ ସୁରକ୍ଷିତ ରଖିଛନ୍ତି ।