କନ୍ଧମାଳ, କନ୍ଧମାଳ ଜିଲ୍ଲାରେ ନୂଆ କରି ହୋଇଥିବା ସ୍ଵେଚ୍ଛାସେବୀ ସଂଗଠନ ମିତ୍ର ଫାଉଣ୍ଡେସନ ର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋର୍ କମିଟି ଗଠନ କନ୍ଧମାଳ ଜିଲ୍ଲାର ୧୭ ଛାତ୍ର ଛାତ୍ରୀଙ୍କୁ ନେଇ ମିତ୍ର ଫାଉଣ୍ଡେସନ ର ରାଜ୍ୟ କୋର୍ କମିଟି ଗଠନ ସହ ଗୁରୁ ଦାୟୀତ୍ଵ ଦେବାଶିଷ ସାହାଣୀଙ୍କୁ ପ୍ରତିଷ୍ଠାତା – ସାଧାରଣ ସମ୍ପାଦକ ମିଳିଥିବା ବେଳେ ଅମରେଶ ପ୍ରସାଦ ବେହେରାଙ୍କୁ ସଭାପତି, ଦଧିବାମନ ଦାସଙ୍କୁ ଉପସଭାପତି, ପ୍ରଦୀପ ମହାନନ୍ଦଙ୍କୁ ଯୁଗ୍ମ ସମ୍ପାଦକ, ଆଶୁତୋଷ ସାହୁ ଏବଂ ଶୁଭମ ସ୍ଵାଇଁଙ୍କୁ କାର୍ଯ୍ୟକାରିଣୀ ସଂଯୋଜକ, ବରୁଣ କୁମାର ପାତ୍ର ଏବଂ ସୌମ୍ୟ ଜ୍ୟୋତିର୍ମୟ ପଣ୍ଡାଙ୍କୁ ସୋସିଆଲ ମିଡ଼ିଆ ଦାୟୀତ୍ଵ ସେଭଳି ଗୋସେବା ଦାୟୀତ୍ଵରେ ଗଣେଶ ସ୍ଵାଇଁ, ଶୋଭାଲକ୍ଷ୍ମୀ ମାଝୀ, ପ୍ରେମଜୀତ ବାରିକ ଏବଂ ସଡ଼କ ସୁରକ୍ଷା ଦାୟୀତ୍ଵରେ ସନ୍ଦୀପ ବିଶ୍ଵାଳ, ଶ୍ରଦ୍ଧାଞ୍ଜଳି ସାହୁ ଏବଂ ମେମ୍ବରସିପ୍ ସଂଯୋଜକ ଭାବେ ଦିଗାମ୍ବର ପଣ୍ଡା, ସିଦ୍ଧାର୍ଥ ପ୍ରଧାନ ଏବଂ ଦେବ ପ୍ରସାଦ ମହାନ୍ତି ସେଭଳି କେସିଅର ଭାବେ ଟିପୁନ କୁମାର ସାହୁଙ୍କୁ ପ୍ରତିଷ୍ଠାତା ଚୟନ କରିଛନ୍ତି ଏବଂ ଏହି କୋର୍ କମିଟିକୁ ନେଇ ସଂଗଠନକୁ ଆଗକୁ ନେବା ପାଇଁ ସ୍ଥିର କରିଛନ୍ତି ପ୍ରତିଷ୍ଠାତା ସମାଜସେବୀ ଦେବାଶିଷ ସାହାଣୀ।
Related Stories
November 22, 2024