ଭୁବନେଶ୍ୱର- ରାଜ୍ୟର ୪ ଟି ବୃହତ୍ ନଦୀରେ ୪୦ଟି ବୃହତ୍ ଜଳାଶୟ କରାଯିବ । ସମୁଦ୍ରକୁ ଚାଲିଯାଉଥିବା ବର୍ଷା ଜଳକୁ ସଂରକ୍ଷିତ କରି ରଖିବା ପାଇଁ ଏହି ଜଳାଶୟ କରାଯିବ । ଏଥିରେ ସମୁଦାୟ ୧୧,୭୧୩ କୋଟି ଟଙ୍କା ବ୍ୟୟ କରାଯିବ । ପିପିପି ମୋଡ୍ ରେ ଏହି କାର୍ଯ୍ୟ କରାଯିବ । ଋଷିକୂଲ୍ୟା , ବ୍ରାହ୍ମଣୀ , ମହାନଦୀ ଓ ବୈତରଣୀ ନଦୀରେ ଏହି ଜଳାଶୟ କରାଯିବ । ୫ ବର୍ଷରେ ଏହି ପ୍ରକଳ୍ପ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ।
Related Stories
November 23, 2024