![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ବାରିପଦା, କରଞ୍ଜିଆ ବନଖଣ୍ଡରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଏହି ପଲରେ ଛୋଟ ବଡ ହୋଇ ୨୭ଟି ହାତୀ ରହିଛନ୍ତି । ଏହି ହାତୀପଲ ଆଖପାଖ ଅଂଚଳରେ ବ୍ୟାପକ ଫସଲ ନଷ୍ଟ କରୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ହାତୀପଲଙ୍କୁ ଘଉଡାଇବା ଦିଗରେ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଅଂଚଳବାସୀ ଦାବି କରିଛନ୍ତି ।