ଭୁବନେଶ୍ୱର/ ବାସୁଦେବପୁର, ନରସିଂହପୁର ପଂଚାୟତ ବଡ ଚନ୍ଦ୍ରଭାନୁପୁର ଠାରେ ଘରେ ପଶି ଲୁଟ ଉଦ୍ୟମ । ତେବେ 2ଜଣ ଲୁଟେରାଙ୍କୁ କାବୁ କରି ବାସୁଦେବପୁର ପୋଲିସକୁ ଜିମା ଦେଇଛନ୍ତି ଗ୍ରାମବାସୀ ।