ଟେଲର ଦୋକାନରେ ପଶି ମା ଝିଅଙ୍କୁ ଛୁରୀରେ ଆକ୍ରମଣ

ସମ୍ବଲପୁର,ଟେଲର ଦୋକାନରେ ପଶି ମା ଝିଅଙ୍କୁ ଛୁରୀରେ ଆକ୍ରମଣ କରିଛନ୍ତି ଦୁର୍ବୃତ । ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ଦାନିପାଲି ଅଂଚଳରେ ଘଟିଛି … Continue reading ଟେଲର ଦୋକାନରେ ପଶି ମା ଝିଅଙ୍କୁ ଛୁରୀରେ ଆକ୍ରମଣ