ଭୁବନେଶ୍ୱର – ରାଷ୍ଟ୍ରୀୟ ରାଜଭାଷା କମିଟିର ଅଧ୍ୟକ୍ଷ ଭାବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ନିର୍ବାଚିତ ହୋଇଛନ୍ତି । ସେହିପରି ଓଡିଶାର ବିଜେଡି ସାଂସଦ ଭର୍ତୃହରି ମହତାବ ଉକ୍ତ କମିଟିରେ ଉପାଧ୍ୟକ୍ଷ ଭାବେ ନିର୍ବାଚିୀତ ହୋଇଛନ୍ତି । ଶନିବାର ଅନୁÂିତ ବୈଠକରେ ଏହି ନିର୍ବାଚନ ହୋଇଥିବା । ଆସନ୍ତାମାସ ପ୍ରଥମ ସପ୍ତାହରେ କମିଟିର ପରବର୍ତୀ ବୈଠକ ଅନୁÂିତ ହେବ ।
Related Stories
November 24, 2024
November 24, 2024