
ଭୁବନେଶ୍ୱର- ଆଜି ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି-୨ଙ୍କର ନବମ ବୈଠକ ବିଧାୟକ ଡ. ନୃସିଂହ ଚରର ସାହୁଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି ।
ବିଧାନସଭାସ୍ଥିତ ପ୍ରକୋÂ ନଂ. ୫୫ରେ ଅନୁÂିତ ଏହି ବୈଠକରେ ବିଧାନସଭାରେ ୧୨ ଜୁଲାଇ ୨୦୧୯ରେ ବିଧାନସଭାରେ ଉପସ୍ଥାପିତ ହୋଇଥିବା ଜଳସମ୍ପଦ ବିଭାଗ ସମ୍ପର୍କିତ କମିଟିର ପ୍ରଥମ ରିପୋର୍ଟର ସୁପାରିଶ ଓ ମନ୍ତବ୍ୟ ୁପରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା କାର୍ଯ୍ୟାନୁÂାନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।
ଏହି ବୈଠକରେ କମିଟିର ସଭ୍ୟ, ଜଳସମ୍ପଦ ବିଭାଗର ବରିÂ ପଦାଧିକାରୀଙ୍କ ସମତେ ବିଧାନସଭାର ସଚିବ ଦାଶରଥି ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।