
ଭୁବନେଶ୍ୱର, କିଏ ସନ୍ୟାସ ନେଲେ ନ ନେଲେ ବି ତର୍ଜମା କରାଯାଇ ପଦକ୍ଷେପ ନିଆଯିବ । କଣ ପାଇଁ ଆମର ବିପର୍ଯ୍ୟୟ ହେଲା, କଣ ପାଇଁ ଭୋଟ କମିଲା ତାର କାରଣ ଖୋଜାଯିବ । କାହିଁକି ଦଳ ହାରିଲା ତାର କାରଣ ବାହାରିବା ପରେ ପଦକ୍ଷେପ ନିଆଯିବ । ବିଜେଡିର ବରିଷ୍ଠ ନେତା ନୃସିଂହ ଚରଣ ସାହୁ ସାମ୍ବାଦିକ ମାନଙ୍କ ଏକ ପ୍ରଶ୍ନର ଉତରରେ ଏହା କହିଛନ୍ତି ।