
ଷ୍ଟ୍ରାସବର୍ଗ (ଫ୍ରାନ୍ସ), ୟୁରୋପିୟ ୟୁନିଅନ ର ସଂସଦୀୟ ନିର୍ବାଚନରେ ପରାଜୟର ଆଶଙ୍କା କାରଣରୁ ଫ୍ରାନ୍ସ ର ରାଷ୍ଟ୍ରପତି ସଂସଦ ହମୈନୁଅଲ ମୈକ୍ରୋ ସଂସଦ ଭଙ୍ଗ କରି ମଧ୍ୟାବଧି ନିର୍ବାଚନର ଆହ୍ଵାନ କରିଛନ୍ତି । ବେଲଜିୟମ ର ଶାସନ କ୍ଷମତାରେ ଥିବା ଦଳର ଏହି ନିର୍ବାଚନରେ ପରାଜୟ ପରେ ପ୍ରଧାନମନ୍ତ୍ରୀ ଏଲେକଜେଣ୍ଡର ଡିକ୍ରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
ୟୁରୋପିୟ ୟୁନିଅନ ର ସଂସଦୀୟ ନିର୍ବାଚନ ଜୁନ୍ ୬ରୁ ୯ ତାରିଖ ମଧ୍ୟରେ ହୋଇଥିଲା । ଏହି ନିର୍ବାଚନରେ ପ୍ରାୟ ୪୦ କୋଟି ଲୋକ ଅଂଶଗ୍ରହଣ କରିଥିଲେ ।