ନୂଆଦିଲ୍ଲୀ, ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ଅଟଳ ବିହାରୀ ବାଜପେୟୀ ସ୍କୁଲ ଅଫ୍ ମ୍ୟାନେଜମେଂଟ ଆଣ୍ଡ ଏଂଟରପ୍ରେନ୍ୟୋରସିପ (ଏବିଭିଏସଏମଇ) ଦ୍ୱାରା ସଂଚାଳିତ କରାଯାଉଥିବା ମାଷ୍ଟର ଅଫତ ବିଜନେସ ଆଡମିନିଷ୍ଟ୍ରେସନ (ଏମବିଏ)ରେ ଚଳିତ ବର୍ଷ (ବେଂଚ 2024-26) ଦ୍ୱିତୀୟ ପର୍ଯ୍ୟାୟର ଭର୍ତ୍ତି ପାଇଁ ପ୍ରବେଶ ପ୍ରକ୍ରିୟା ଆରମ୍ଭ କରିଛି । ପ୍ରବେଶ ପ୍ରକ୍ରିୟାରେ ସମ୍ମିଳିତ ହେବା ପାଇଁ ଜରୁରୀ ପଂଜିକରଣ ପାଇଁ ଜୁନ 15 ହେଉଛି ଶେଷ ତାରିଖ ।
ପ୍ରଫେସର ହୀରାମନ ତିୱାରୀ, ଡିନ ଏବିଭିଏସଏମଇ କହିଛନ୍ତି ଯେ, ଅଟଳ ବିହାରୀ ବାଜପେୟୀ ସ୍କୁଲ ଅଫ୍ ମ୍ୟାନେଜମେଂଟ ଆଣ୍ଡ ଏଂଟରପ୍ରେନ୍ୟୋରସିପ (ଏବିଭିଏସଏମଇ) ଏମବିଏରେ ନିଜର ପ୍ରଥମ ବ୍ୟାଚ 2019ରେ ଆରମ୍ଭ କରିଥିଲେ ।