ଭୁବନେଶ୍ୱର/ବାଲେଶ୍ୱର, ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଡ଼ା ପଞ୍ଚାୟତ ଅଧିନ ଓଲଦପୁର ଗାଁ ଜଙ୍ଗଲରେ ଥିବା ଏକ କୁଦମ୍ବ ଗଛରୁ ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସିମୁଳିଆ ପୋଲିସ ତଦନ୍ତ କରୁଛି ।