
ଭୁବନେଶ୍ୱର/ବାଲେଶ୍ବର, ପ୍ରଚଣ୍ଡ ଶବ୍ଦରେ ଥରିଲା ବାଲେଶ୍ୱର । ଆଜି ପୁଣି ଥରେ ବାଲେଶ୍ବର ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି । ପ୍ରଚଣ୍ଡ ଶବ୍ଦରେ ଥରିଛି ବାଲେଶ୍ୱର, ଏପରିକି ଘରର ଆସବାବପତ୍ର ମଧ୍ୟ ଥରିଉଠିଥିଲା । ଗତ କାଲି ମଧ୍ୟ ଏଭଳି ଶବ୍ଦ ସମାନ ଭାବେ ଶୁଣା ଯାଇଥିଲା । ସୁପର ସନିକ ଜେଟ୍ ଇଂଜିନର ଶବ୍ଦ ବୋଲି ଅଂଶଙ୍କା କରାଯାଉଛି।