ଭୁବନେଶ୍ୱର– କଂଗ୍ରେସରୁ ବିଦା ହୋଇଛନ୍ତି ମାନସ ଚୌଧୁରୀ । କଂଗ୍ରେସର କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ ଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକ ଦଳ ବିରୋଧି କାର୍ଯ୍ୟ ପାଇଁ ମାନସଙ୍କ ବହିଷ୍କାର କରିଛନ୍ତି ।