
ପୁରୀ, ୧୧୦ ପିପିଲି ବିଧାନସଭା ଆସନରେ ନବମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥିଙ୍କ ଠାରୁ ୫୧୫୩ ଭୋଟ୍ ରେ ଆଗୁଆ ଅଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୩୧,୨୩୦ ଭୋଟ୍ ମିଳିଥିବା ବେଳେ ବିଜେଡ଼ି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥିଙ୍କୁ ମିଳିଛି ୨୬ ହଜାର ୭୭ ଭୋଟ୍ ।