ପୁରୀ, ୧୦୭ ପୁରୀ ବିଧାନସଭା ଆସନରେ ନବମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ସୁନିଲ କୁମାର ମହାନ୍ତି ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଜୟନ୍ତ କୁମାର ଷଡ଼ଙ୍ଗିଙ୍କ ଠାରୁ ୮୩୭ ଭୋଟ୍ ରେ ଆଗୁଆ ଅଛନ୍ତି । ବିଜେଡ଼ି ପ୍ରାର୍ଥୀ ସୁନିଲ କୁମାର ମହାନ୍ତିଙ୍କୁ ୨୯ ହଜାର ୫୨୦ ଭୋଟ୍ ମିଳିଥିବା ବେଳେ ଜୟନ୍ତ କୁମାର ଷଡ଼ଙ୍ଗିଙ୍କୁ ମିଳିଛି ୨୮ ହଜାର ୬୮୩ ଭୋଟ୍ । ତୃତୀୟ ସ୍ଥାନରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ । ତାଙ୍କୁ ୪୪୭୫ ଭୋଟ୍ ମିଳିଛି ।
Related Stories
November 22, 2024