
ପୁରୀ, ୧୦୫ କାକଟପୁର ବିଧାନସଭା ଆସନରେ ୯ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ତୁଷାରକାନ୍ତି ବେହେରା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ବାଇଧର ମଲ୍ଲିକଙ୍କ ଠାରୁ ୧୭୬୩ ଭୋଟ୍ ରେ ଆଗୁଆ ଅଛନ୍ତି । ବିଜେଡ଼ି ପ୍ରାର୍ଥୀ ତୁଷାରକାନ୍ତି ବେହେରା ୨୪ ହଜାର ୨୭୬ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ବାଇଧର ମଲ୍ଲିକ ପାଇଛନ୍ତି ୨୨ ହଜାର ୫୧୩ ଭୋଟ୍ ।