ଫ୍ଲାଏଓଭରରୁ ଖସିଲା ବୋଲେରୋ, 2 ମୃତ

ଭୁବନେଶ୍ୱର, ସମ୍ବଲପୁର ଛାଙ୍କରପାଲି ନିକଟସ୍ଥ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥରେ ଅର୍ଦ୍ଧନିର୍ମିତ ଫ୍ଲାଏଓଭର ଉପରୁ ଖସିପଡିଲା ତୀର୍ଥଯାତ୍ରୀ ବୋଲେରୋ । … Continue reading ଫ୍ଲାଏଓଭରରୁ ଖସିଲା ବୋଲେରୋ, 2 ମୃତ