ଭୁବନେଶ୍ୱର, ରାଜ୍ୟରେ ଅସ୍ବାଭାବିକ ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ରାଜ୍ୟର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତିଯେ, କାଲି ସୁଦ୍ଧା ଅସ୍ବାଭାବିକ ମୃତ୍ୟୁ ହୋଇଥିବା ୨୮ ଜଣଙ୍କ ପୋଷ୍ଟମର୍ଟମ ସରିଛି । ଆଉ ୩ ଜଣଙ୍କ ମୃତଦେହ ଆଜି ପୋଷ୍ଟମର୍ଟମ ପାଇଁ ଆସିଛି । ସେ କହିଛନ୍ତି ଯେ, ଏସବୁ କେସ୍ ସିଧାସଳଖ ଅଂଶୁଘାତ ସହ ଲିଙ୍କ୍ କରାଯାଇପାରିବନି । ପୋଷ୍ଟମର୍ଟମ ରିପୋର୍ଟ ଓ ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ ପରେ ପ୍ରକୃତ କାରଣ ମିଳିବ ବୋଲି ସେ କହିଛନ୍ତି ।
Related Stories
November 22, 2024