ନୂଆଦିଲ୍ଲୀ, ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଅଭିଯୁକ୍ତ ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ମନିଲଣ୍ଡରିଂ ମାମଲାରେ ନ୍ୟାୟିକ ହେପାଜତ ଜୁଲାଇ 3 ଯାଏ ବୃଦ୍ଧି କରିଛନ୍ତି । ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଆଜି ଶେଷ ହୋଇଥିଲା, ଯାହାପରେ ତାଙ୍କୁ ଭିସି ଗରିଆରେ କୋର୍ଟରେ ହାଜର କରାଯାଇଥିଲା ।