ଭୁବନେଶ୍ୱର – ବିଭିନ୍ନ କୋର୍ଟରେ ବିଚାର ପାଇଁ ପଡ଼ିରହିଥିବା ଛାଡ଼ପତ୍ର ମାମଲାର ମହିଳା ମାନଙ୍କୁ ପେନସନ ଯୋଗାଇ ଦେବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଯେଉଁ ମହିଳା ମାନଙ୍କର ବାର୍ଷିକ ଆୟ ୪୦ ହଜାର ଟଙ୍କାରୁ ଉଦ୍ଧ୍ୱର୍ ହୋଇନଥିବ ସେମାନଙ୍କୁ ଏହି ପେନସନ ଦିଆଯିବ । ମଧୁବାବୁ ପେନସନ ଯୋଜନାରେ ସେମାନଙ୍କୁ ସାମିଲ କରାଯିବ ବୋଲି ଭିନ୍ନକ୍ଷମ ସଶକ୍ତିକରଣ ସାମାଜିକ ନିରାପତା ବିଭାଗର ମନ୍ତ୍ରୀ ଅଶୋକ ପଣ୍ଡା ପ୍ରକାଶ କରିଛନ୍ତି ।
Related Stories
November 24, 2024
November 24, 2024