ଭୁବନେଶ୍ୱର, ଅସହ୍ୟ ହେଉଛି ତାତି । କଲବଲ କଲାଣି ଗୁଳୁଗୁଳି । ଓଡିଶଶର ଆଭ୍ୟନ୍ତରୀଣରେ ଅସମ୍ଭାଳ ତାତି ଅନୁଭୂତ ହେଉଥିବା ବେଳେ ପ୍ରବଳ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ଉପକୂଳବାସୀ । ବୁଧବାର ଦିନ ପୁଣି ୪୫ଡ଼ିଗ୍ରୀ ଅତିକ୍ରମ କରିଛି ତାତି । ବୁଧବାର ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡା ରେ ସର୍ବାଧିକ ୪୫.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏହା ପଛକୁ ୪୫.୨ ଡ଼ିଗ୍ରୀ ତାପମାତ୍ରା ସହ ରହିଛି ସମ୍ବଲପୁର । ସେହିପରି ହୀରାକୁଦରେ ୪୪.୮ ଡିଗ୍ରୀ, ରାଉରକେଲାରେ ୪୩.୬, କେନ୍ଦୁଝର ୪୧.୨, ଭୁବନେଶ୍ୱର ୩୯.୮, ବାଲେଶ୍ୱର ୩୭.୫, ଚାନ୍ଦବାଲି ୩୭.୪, ଗୋପାଳପୁର ୩୪.୫, ପାରାଦ୍ୱୀପ ୩୪.୪ ଓ ପୁରୀରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
Related Stories
November 22, 2024