ଭୁବନେଶ୍ୱର, ରାଜ୍ୟରେ ପୁଣି ବଢିଛି ପାରଦ । ବର୍ଦ୍ଧିତ ତାପମାତ୍ରା ସହ ଅସହ୍ୟ ଗୁଳୁଗୁଳି ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ । ଆଗାୀମ ୩ ରୁ ୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତ ଲାଗି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ମଙ୍ଗଳବାର ଦିନ ୨ ଟା ୩୦ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୪୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡାରେ ୪୩.୬ , ରାଉରକେଲା: ୪୩.୨ , ହୀରାକୁଦ: ୪୩.୨, ଭୁବନେଶ୍ୱର: ୩୯.୪, କେନ୍ଦୁଝର ୩୮, ବାଲେଶ୍ୱର ୩୭.୨, ଚାନ୍ଦବାଲି୩୬.୮ , ଗୋପାଳପୁର୩୪.୯ , ପୁରୀ:୩୪.୭ ଓ ପାରାଦୀପରେ ୩୩.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
Related Stories
November 25, 2024