
ଭୁବନେଶ୍ୱର, କେନ୍ଦୁଝର ଜିଲ୍ଲା ପାଟଣା ଥାନା କୁଆପଶି ନାରାୟଣୀ ରାଇସ୍ ମିଲ ସମ୍ମୁଖରେ ଉତ୍ତେଜନା। ମୁଖ୍ୟ ଫାଟକ ସମ୍ମୁଖରେ କ୍ଷତିଗ୍ରସ୍ତମାନେ ଧାରଣା ଦେଇଛନ୍ତି । ରାଇସ୍ ମିଲରୁ ନିର୍ଗତ ବିଷାକ୍ତ ବର୍ଜ୍ୟବସ୍ତୁ ପାଣି ପିଇ ଗ୍ରାମର ୩୦ରୁ ଉର୍ଦ୍ଧ୍ୱ ଗୋରୁଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ରାଇସ୍ ମିଲ ବନ୍ଦ ଦାବିରେ କ୍ଷତିଗ୍ରସ୍ତ ଗ୍ରାମବସୀ ଧାରଣା ଦେଇଛନ୍ତି ।