
ଭୁବନେଶ୍ୱର, ବରମୁଣ୍ଡା ଅଞ୍ଚଳରେ ବୋମାମାଡ଼ । 4 ଜଣ ଦୁର୍ବୃତ୍ତ ବାଇକ ଯୋଗେ ଆସି ବୋମାମାଡ଼ କରିଥିବା ଅଭିଯୋଗ ଆସିଛି । କଳା ରଙ୍ଗର ସ୍କର୍ପିଓ ଉପରକୁ ବୋମାମାଡ଼ ହୋଇଛି । ସକାଳ 8 ସମୟରେ 4 ଜଣ ବାଇକରେ ଆସି ଆକ୍ରମଣ କରିଥିବା ସୂଚନା ମିଳିଛି । ବୋମାମାଡ଼ର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ ।