
ଭୁବନେଶ୍ୱର, ମଠକରଗୋଳା ପଂଚାୟତରେ ନିର୍ବାଚନୀ ହିଂସା । କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ମଠକରଗୋଳା ପଂଚାୟତରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତ୍ରିରେ ବିଜେପି କର୍ମୀ ବ୍ରହ୍ମନନ୍ଦ ସ୍ୱାଇଁଙ୍କ ଘର ଉପରକୁ ଇଟା ପଥର ମାଡ ଶହ ଗେଟକୁ ଭଙ୍ଗାରୁଜା କରିବା ଶହ ଦୋକାନ ଘରର କବାଟକୁ ଶାବଳ ଦ୍ଵାରା ଭାଙ୍ଗିଦେଇଛନ୍ତି ।