
ଭୁବନେଶ୍ୱର,ଦଶମ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି । ଆସନ୍ତା ୨୯ରୁ ଛାତ୍ରଛାତ୍ରୀ ରିଚେକିଂ ପାଇଁ ଆବେଦନ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ୯ରୁ ଜୁନ୍ ୧୨ ଯାଏଁ ରିଚେକିଂ ପାଇଁ ଆବେଦନ କରିପାରିବେ । ଅନ୍ଲାଇନ୍ରେ ହାଇସ୍କୁଲ ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହା ଯାଇଛି ।