
ଭୁବନେଶ୍ୱର/କଟକ, ମତାଧିକାର ସାବ୍ୟସ୍ତ କରିଛନ୍ତି ହାଇକୋର୍ଟ ବିଚାରପତି ଜଷ୍ଟିସ ଆଦିତ୍ୟ ମହାପାତ୍ର । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ଭୋଟ ଦେଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଆଦିତ୍ୟ ମହାପାତ୍ର। ନିଜ ପରିବାର ସହ ଆସି ଭୋଟ ଦେଲେ ଜଷ୍ଟିସ ମହାପାତ୍ର। କଟକ ବାରବାଟୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର ୧୦୦ରେ ଭୋଟ ଦେଇଛନ୍ତି ଜଷ୍ଟିସ ମହାପାତ୍ର।