ଭୁବନେଶ୍ୱର, ମତାଧିକାର ସାବ୍ୟସ୍ତ କରିଛନ୍ତି ବାବୁ ସିଂ । ଏକାମ୍ର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ବାବୁ ସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କପିଳପ୍ରସାଦ ୧୯୬ ନଂ ବୁଥରେ ଭୋଟ ଦେଇଛନ୍ତି ।