ଭୁବନେଶ୍ୱର, ଭୋଟ ଦେଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ପତ୍ନୀ ମହାରାଣୀ ଲୀଳାବତି ପାଟମହାଦେଈଙ୍କ ସହ ଆସି ଭୋଟ୍ ଦେଇଛନ୍ତି । ଦୋଳମଣ୍ଡପସାହି ପ୍ରକଳ୍ପ ୟୁପି ସ୍କୁଲ୍ ୧୧୪ନଂ ବୁଥ୍ରେ ମତାଧିକାର ସାବ୍ୟସ୍ତ କରିଛନ୍ତି ।