ଭୁବନେଶ୍ୱର, ମୁଁ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛି ଓ ମାସେ ହେଲା ସାଧାରଣ ନିର୍ବାଚନ ପାଇଁ ପ୍ରଚାର କରୁଛି । ଭାରତୀୟ ଜନତା ପାର୍ଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, ବିଜେପି ମିଛ କହିବାର ସବୁ ସୀମା ଟପିଯାଇଛି । ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ପ୍ରତିକ୍ରିୟା ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।
Related Stories
October 4, 2024